କୋରାପୁଟ ପଣ୍ଡି ଘାଟରେ ଦୋକାନରୁ ଚୋରି ହୋଇଥିବା ଆଜି ଅପରାହ୍ନ ଚାରିଟା ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଦୋକାନୀ। ଗତକାଲି ରାତିରେ ଦୁର୍ବୁର୍ତ ଦୋକାନ ତାଲା ଭାଙ୍ଗିବା ସହ ହଜାର ହଜାର ଟଙ୍କାର ଦୋକାନ ସାମଗ୍ରୀ ସହ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ପିଈଓଙ୍କୁ ଅଭିଯୋଗ କରିଥିବା କହିବା ସହ ଏହା ଦ୍ଵିତୀୟ ଥର ଘଟିଥିବା ସୂଚନା ଦେଇଛନ୍ତି।