ଆଠମଲ୍ଲିକ: ଟ୍ରାକ୍ଟର ଚକା ମାଡିଯିବାରୁ ଜଣେ ମୃତ
ହଣ୍ଡପା ଥାନା ଦାଦରସାହି ନିକଟରେ ମଙ୍ଗଳବାର ଦିନ ଟ୍ରାକ୍ଟର ଚକା ମାଡିଯିବା ରୁ ଜାମୁନାଳି ଗ୍ରାମର ସୁଜନ
ବେହେରା ଙ୍କର ପୁଅ ଚିନ୍ମୟ ବେହେରା (୧୫ ) ଙ୍କର ମୃତ ହୋଇଛି । ଏ ନେଇ ସୁଜନ ହଣ୍ଡପା ଥାନା ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୪୫୩/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ଚିନ୍ମୟ ଏକ ଟ୍ରାକ୍ଟର ନମ୍ବର (ଓଡି ୨୭ ୪୭୧୯ ) ଯୋଗେ ବସି ସାନ ଗୋବିନ୍ଦପୁର ରୁ ବଇଣ୍ଡା ଅଭିମୁଖେ ଆସୁଥିବା ବେଳେ ଚାଳକ ଙ୍କର ବେପାରୁଆ ଗାଡି ଚାଳନା ଯୋଗୁଁ ଦାଦରସାହି ନିକଟରେ ଥିବା ହମ୍ପସ ରେ ଖସି ପଡିଥିଲେ । ଫଳ