ପରଜଙ୍ଗ: ମଝିଖମଣ ଗାଁ ଜଙ୍ଗଲରୁ ରବିବାର ୧୦ଟାରେ କାଠ ଜବତ ଜଣେ ଅଟକ
ମଝିଖମଣ ଗାଁ ଜଙ୍ଗଲରୁ ରବିବାର ୧୦ଟାରେ କାଠ ଜବତ ଜଣେ ଅଟକ ।ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅଧିନ ମଝିଖମଣ ଗାଁ ଜଙ୍ଗଲରୁ ରବିବାର କାଠ ଜବତ କଲା ବନ ବିଭାଗ ।ଏହା ଉପରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ ।