ଆଜି ଜାନୁଆରୀ 13 ତାରିଖ ମଙ୍ଗଳବାର ଅପରାହ୍ନ 1:45 ପାଖାପାଖି ସମୟରେ ହାଇକୋର୍ଟ ଓକିଲ ମହମ୍ମଦ ଆକ୍ରମ ମାନ୍ୟବର ଉଚ୍ଚ ନ୍ୟାୟା ଳୟଙ୍କ ରାୟ ବା ନିର୍ଦ୍ଦେଶ ସୁନ୍ଦରଗଡ଼ କୋର୍ଟରେ ଦାଖଲ କରିଛନ୍ତି। ଖୁବ ଶୀଘ୍ର ଏହି ନିର୍ବାଚନ ମାମଲାର ଚୂଡ଼ାନ୍ତ ରାୟ ଜିଲ୍ଲା କୋର୍ଟ ପ୍ରକାଶ କରିବାକୁ ମାନ୍ୟବର ହାଇ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୌର ପରିଷଦ ନିର୍ବାଚନର ଚେୟାରମେନ ପଦବୀ ପାଇଁ ଉପୁଜିଥିଲା ଏହି ବିବାଦ। ଏହି ମାମଲା ନିନିମା ପଟେଲ ଓ ତନୟା ମିଶ୍ରଙ୍କ ନିର୍ବାଚନ ଫଳାଫଳକୁ ନେଇ ଚ୍ୟାଲେଞ୍ଜ ହୋଇଥିଲା। ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ତଥା ମିଥ୍ୟା ସତ୍ୟ ପାଠ ଦାଖଲ କରି ତନୟା ମିଶ୍ର