ଆଜି ଡିସେମ୍ବର 5 ତାରିଖ ଆଜି ଏହି ପକ୍ଷର ଚତୁର୍ଥ ଦିନ। ଆଜି ଏ ନେଇ ପୂର୍ବାହ୍ନ 11 ଟା ଠାରୁ ଅପରାହ୍ନ 4:45 ପର୍ଯ୍ୟନ୍ତ ଖଣିର ବିଭିନ୍ନ ବିଭାଗ ଯାଞ୍ଚ କରିଛନ୍ତି ଏହି ଦଶ ଜଣିଆ ନିରୀକ୍ଷକ ଦଳ। ଡି ଏଚ ଅଦନୂରଙ୍କ ପ୍ରତ୍ୟକ୍ଷ ସୁପର ଭିଜନରେ ଏହି ଟିମ ଯାଞ୍ଚ କରି ଏହି ଖଣିର କାର୍ଯ୍ୟ ଧାରାକୁ ଉଚ୍ଚ ପ୍ରଶଂସା କରିଛନ୍ତି। କେବଳ ସେ ନୁହେଁ ଏମ୍ ସି ଏଲ ବସୁନ୍ଧରା ପ୍ରବନ୍ଧକ ବି ପି ରେଡ୍ଡୀ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ଆଜିର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରୀୟ ସଙ୍ଗୀତ ଗାନ ସହ ସୁରକ୍ଷା ସଙ୍ଗୀତ ସ୍ଥାନୀୟ DAV ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଗାନ କରାଯାଇ