ପାଟଣାଗଡ: ମୁଦଲସର ରୁ ୫୦ବୋତଲ କପସିରଫ ଜବତ କଲା ଅବକାରୀ ବିଭାଗ ଜଣେ ଗିରଫ
ଳରମ୍ଭା ଥାନା ଅନ୍ତର୍ଗତ ମୁଦଲସର ଗ୍ରାମର ଦିଲ୍ଲୀପ ପଣ୍ଡା ନାମକ ଜନୈକ ବ୍ୟକ୍ତି ବେଆଇନ କପସିରଫ କାରବାର କରୁଥିବା ଅଭିଯୋଗ ହେଉଥିଲା କୋୖଣସି ସୁତ୍ର ରୁ ସ୍ଥାନୀୟ ଅବକାରୀ ବିଭାଗ ଖବର ପାଇ ଦିଲ୍ଲୀପ ନିଜ ଘର ଆଗରାସ୍ତାରେ ୫୦ବୋତଲ କପସିରଫ ଧରିଥିବା ବେଳେ ଧରିଥିଲେ କପସିରଫ ଜବତ କରି ଅଭିଯୁକ୍ତକୁ ଗିରଫ କରି ସୋମବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି