Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka

ବାଲିିଅନ୍ତା: ବାଳକାଟି ରେ ଜିଓର ନୂଆ ପେଟ୍ରୋଲ ପମ୍ପ ଉଦଘାଟନ

Balianta, Khordha | Oct 7, 2025
ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ବାଳକାଟି ରେ ଜିଓର ନୂଆ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି । ବାଳକାଟି ଅଞ୍ଚଳରେ ପୂର୍ବରୁ ନାୟାର ଏବଂ ଜିଓ କୁ ମିଶାଇ ଦୁଇଟି ଘରୋଇ ପେଟ୍ରୋଲ ପମ୍ପ ରହିଛି । ଏହି ପରିପେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା ଏଥିରେ ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ପ୍ରଥମ ଦିନ କମ୍ପାନୀ ପକ୍ଷରୁ ଲକି ଡ୍ରର ବ୍ୟବସ୍ଥା କରାଯାଇଥିଲା।
ବାଲିିଅନ୍ତା: ବାଳକାଟି ରେ ଜିଓର ନୂଆ ପେଟ୍ରୋଲ ପମ୍ପ ଉଦଘାଟନ - Balianta News