ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ରେ ନୂତନ ଆଇଆଇସି ଭାବେ ଆଜି ମହେନ୍ଦ୍ର ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି।ସେ ପୁର୍ବରୁ ବଲିଙ୍ଗା ଫାଣ୍ଡି ଅଧିକାରୀ ଦାୟିତ୍ଵ ବହନ କରିଥିଲେ। ବଡ଼ଗାଁ ଥାନା ଆଇଆଇସି ଭାବେ ଅବସ୍ଥାପିତ ରହିଥିବା ବାଲୁଙ୍କେଶ୍ବର ନାଏକ ଙ୍କର ଢେଙ୍କାନାଳ ଜିଲ୍ଲାକୁ ବଦଳି ହେବା ପରେ ବଡ଼ଗାଁ ଥାନା ଆଇଆଇସି ଭାବେ ମହେନ୍ଦ୍ର ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି।