ପୁରୀ: କୋଣାର୍କରେ ବିଜେପିର ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
Puri, Puri | Oct 3, 2026
କୋଣାର୍କ ଯାତ୍ରୀ ନିବାସଠାରେ ବିଜେପିର ପୁରୀ ସାଂଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଡାକ୍ତର ସମ୍ବିତ ପାତ୍ରଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗଦେଇ ସଂଗଠନକୁ ମଜଭୁତ କରିବା ନେଇ ଆଲୋଚନା କରିଛନ୍ତି।