ସୁନ୍ଦରଗଡ ସହର: DLPC ବୈଠକର ଜିଲ୍ଲା ପାଇଁ ଧାନର ସର୍ବ ନିମ୍ନ ମୂଲ୍ୟ 2369 ଟଙ୍କା ଧାର୍ଯ୍ୟ ହେଲା, ଜିଲ୍ଲା ସାରା ଡ଼ିସେମ୍ବର 20 ରୁ ମଣ୍ଡି, ବଣାଇ ପାଇଁ 15
ଆଜି ନଭେମ୍ୱର 21 ତାରିଖ ଅପରାହ୍ନ 4 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଜିଲ୍ଲା ସ୍ତରୀୟ ଖରିପ ଧାନ କ୍ରୟ ବିକ୍ରୟ ବୈଠକ। ଜିଲ୍ଲାପାଳ ଶୁଭଂକର ମହାପାତ୍ରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ବୈଠକ ହୋଇଥିଲା । ଏହି ଜିଲ୍ଲା ସ୍ତରୀୟ ବୈଠକରେ ଧାନ କିଣା ବିକା ନେଇ ଯେଉଁ ସବୁ ବିଭାଗ ରହିଛି ସେହି ବିଭାଗୀୟ ଅଧିକାରୀ, ମିଲର୍ସ, ଚାଷୀଙ୍କ ସହିତ ସଦର ବିଧାୟକ ଯୋଗେଶ କୁମାର ସିଂ, ରାଜଗାଙ୍ଗପୁର ବିଧାୟକ ସି ଏସ ରଜେନ ଏକ୍କା , ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ତଳସରା ବିଧାୟକ ତଥା ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏବର୍ଷ ସରକାରଙ୍କ ଆଡୁ ଜିଲ୍ଲା ପାଇଁ