Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ହରଭଙ୍ଗା ଗ୍ରାମର ହାଇସ୍କୁଲ ପଡିଆ ଠାରେ ହରଭଙ୍ଗା ଲୋକମହୋତ୍ସବ ଶୁଭ ଖୁଣ୍ଟି ସ୍ଥାପିତ

ବୁଧବାର ଅପରାହ୍ନ ୩ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ହରଭଙ୍ଗା ଗ୍ରାମର ହାଇସ୍କୁଲ ପଡ଼ିଆ ଠାରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ କରକମଳରେ ଅନୁଷ୍ଠାନିକ ଭାବେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଉକ୍ତ ଶୁଭଖୁଣ୍ଟି ସ୍ଥାପନ ବେଳେ ମହୋତ୍ସବ କମିଟି ର ସଭାପତି ସଂଗ୍ରାମ କେଶରୀ ବେହେରା, କାର୍ଯ୍ୟକାରି ସଭାପତି ତଥା ସରପଞ୍ଚ ଶକୁନ୍ତଳା ବେହେରା, ସାଧାରଣ ସମ୍ପାଦକ ସରୋଜ ଭୋକ୍ତା,, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାନ୍ହୁ ଚରଣ ନାଥ, ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ, ତପନ ଡାଙ୍ଗ, ସମିତି ସଭ୍ୟ ଚିତ୍ତରଞ୍ଜନ ସେଠି ଉପସ୍ଥିତ ରହିଥିଲେ
ବୌଦ୍ଧ ସଦର: ହରଭଙ୍ଗା ଗ୍ରାମର ହାଇସ୍କୁଲ ପଡିଆ ଠାରେ ହରଭଙ୍ଗା ଲୋକମହୋତ୍ସବ ଶୁଭ ଖୁଣ୍ଟି ସ୍ଥାପିତ - Baudh Sadar News