ପରଜଙ୍ଗ: କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ସ୍ଥାପନ
କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ସ୍ଥାପନ କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ଠାରେ ଆଦିବାସୀ ଛାତ୍ରୀ ମାନଙ୍କ ପାଇଁ ଶନିବାର ଅପରାହ୍ନ ୧ଟାରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। କାମାକ୍ଷାନଗର ବିଧାୟକ ଶତୃଘନ ଜେନାଙ୍କ କରକମଳରେ ୨କୋଟି ୮୭ ଲକ୍ଷ ଟଙ୍କା ବ୍ୟୟରେ ଏହି ହଷ୍ଟେଲ ନିର୍ମାଣ କରାଯାଉଛି। ଯାହା ଦୂର ଦୁରାନ୍ତରୁ ଶିକ୍ଷାଲାଭ କରୁଥିବା ଛାତ୍ରୀଙ୍କ ପାଇଁ ବେଶ ସୁଗମ ହୋଇପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଛାତ୍ରୀଙ୍କ ଶିକ୍ଷା ଏବଂ ବିକାଶ କ୍ଷେତ୍ରରେ ଏହି ହଷ୍ଟେଲ