ଭାରତ ବିକାଶ ପରିଷଦ ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ ଟିଟିଲାଗଡ଼ - ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖାର ସଭାପତି ଶ୍ରୀ ଉମେଶ ଦାସଙ୍କ ସଭାପତିତ୍ବରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ସ୍ବାମୀ ବିବେକାନନ୍ଦଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ପରମେଶ୍ଵର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦର ରାଜ୍ୟ ଉପସଭାପତି ଶ୍ରିଯୁକ୍ତ ଛାୟା କାନ୍ତ ଷଡ଼ଙ୍ଗୀ , ଶାଖାର ସମ୍ପାଦକ କିଶୋର ମହାପାତ୍ର ପ୍ରମୁଖ ମଞ୍ଚାସିଁନ ଥି