ସୋର: ସୋରରେ ବିଜୟୀ ଛାତ୍ର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମାଧବ ଧଡା
Soro, Balasore | Oct 18, 2026 ସୋର ଠାରେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ବିଜୁ ଛାତ୍ର ଜନତା ଦଳର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଧାୟକ ମାଧବ ଧଡା। ସ୍ଥାନୀୟ ମହାବିଦ୍ୟାଳୟର ନିର୍ବାଚିତ ଛାତ୍ରଛାତ୍ରୀଙ୍କ ସମେତ ରମାଦେବୀ ବିଶ୍ୱବିଦ୍ୟାଳୟର ଉପ-ସଭାପତି ସାଇ ଅର୍ପିତା ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି।