ପରଜଙ୍ଗ: ପରଜଙ୍ଗରେ ଶବ ବ୍ୟବଚ୍ଛେଦ ଗୃହ ପାଲଟିଛି ଭୂତ କୋଠି
ପରଜଙ୍ଗରେ ଶବ ବ୍ୟବଚ୍ଛେଦ ଗୃହ ପାଲଟିଛି ଭୂତ୍ କୋଠୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ରେଙ୍ଗାଳି ବାମ ଶାଖା କେନାଲ ନିକଟରେ ଥିବା ଶବ ବ୍ୟବଚ୍ଛେଦ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଅଛି। ସମ୍ପୂର୍ଣ୍ଣ ପରିବେଶ ଯେପରି ଭୁତ୍ କୋଠି ସଦୃଶ ପାଲଟିଛି। ନା ଏହାର ରକ୍ଷଣ ବେକ୍ଷଣ କରାଯାଇଅଛି ନା ପରିବେଶକୁ ସଫା କରାଯାଉଛି । ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ମାନେ ନା ଦୃଷ୍ଟି ଆକର୍ଷଣ କହୁଛନ୍ତି ନା କୌଣସି ପଦକ୍ଷେପ ଗ୍ରହଣ କରୁଛନ୍ତି। କେବଳ ଚିରା ଚରିତ ଢଙ୍ଗରେ ଶବବ୍ୟବଚ୍ଛେଦ କାର୍ଯ୍ୟ ଚାଲୁଅଛି ତୁରନ୍ତ ଶବ ବ୍ୟବଚ୍ଛେଦ ଗୃହର ରକ୍ଷଣ ବେକ୍ଷଣ ସାଙ୍ଗକୁ ପରିବେଶ ପରିସ୍କାର ରଖିବା