Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେବଗଡ: କୁରଡ ଛକରେ ଏକ ଟ୍ରକରୁ ଡିଜେଲ ଚୋରି ଉଦ୍ୟମ ବିଫଳ, ଜଙ୍ଗଲ ଭିତରେ କାର ଛାଡି ଖସିଗଲେ ଚୋର

ଦେବଗଡ ଜିଲ୍ଲାରେ ମାତିଛନ୍ତି ଡିଜେଲ ଚୋର । ଜାତୀୟ ରାଜପଥରେ ରାତି ଅଟକି ରହୁଥିବା ଭାରି ଯାନରୁ ଡିଜେଲ ଚୋରି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଏହି କ୍ରମରେ ଦେବଗଡ ଥାନା ଅନ୍ତର୍ଗତ କୁରଡ ଛକରେ ପ୍ରମୋଦ କୁମାର ବରାଇଙ୍କ ଦୋକାନ ସମ୍ମୁଖରେ ଅଟକି ରହିଥିବା ଏକ ଟ୍ରକରୁ ଗତକାଲି ରାତି ପ୍ରାୟ ୩.୩୦ରେ ଡିଜେଲ ଚୋରି ହେଉଥିବା ଜଣାପଡିଥିଲା । ଏକ ବ୍ରେଜା କାର ଯୋଗେ ଆସିଥିବା ୩ ଜଣ ବ୍ୟକ୍ତି ପ୍ଲାଷ୍ଟିକ ଯୋଗେ ଉକ୍ତ ଟ୍ରକରୁ ଡିଜେଲ ଚୋରି କରୁଥିଲେ l

MORE NEWS