ଗତ ସାତ ଦିନ ହେଲା ଚାଲିଥିବା ମେହେର ପଡାର ମାଣବସା ଲକ୍ଷ୍ମୀ ପୂଜା ଗୁରୁବାର ଅପରାହ୍ନ ୪ଟା ରେ ଉଦଯାପିତ ହୋଇ ଯାଇଛି । ପୂଜା ଦେଖିବା ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉଦଯାପିତ ସମୟରେ ପଡାର ବହୁ ସଂଖ୍ୟକ ମହିଳା ଉପସ୍ଥିତ ରହିଥିଲେ ।