Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ହିଞ୍ଜିଳି: ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ପୁଟିଆପଦର ଗ୍ରାମ ପଞ୍ଚାୟତ ଠାରେ ବ୍ଲକ ସ୍ତରୀୟ ମିଳିତ ଜନ ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

Hinjili, Ganjam | Dec 1, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ପୁଟିଆ ପଦର ଗ୍ରାମ ପଞ୍ଚାୟତ ଠାରେ ବ୍ଲକ ସ୍ତରୀୟ ମିଳିତ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ରାଜ୍ୟ ସରକାର ନୂତନ ପଦେକ୍ଷେପ ଲୋକଙ୍କୁ ପାଖରେ ପହଁଚିବ ସେ ନେଇ ଗ୍ରାମ ପଞ୍ଚାୟତ ରେ ପ୍ରଶାସନ ଅଧିକାରୀ ପହଁଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି, ଆଜି ମୋଟ ୧୧୮ଜନ ଅଭିଯୋଗକାରୀ ନିଜର ଅଭିଯୋଗ କରିଥିବା ବେଳେ ସମସ୍ୟା ସମୀକ୍ଷା କରି ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ଅଧିକାରୀ।

MORE NEWS