ବେତନଟୀଥାନା ବଡଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଉପକଣ୍ଠ କରଞ୍ଜିଆ ଗାଁର ଜନୈକା ମହିଳା ସ୍ୱାମୀ ଦ୍ଵିତୀୟବିବାହ କରିଥିବାର ସନ୍ଦେହକରି ବାରମ୍ବାର ଗାଳିଗୁଲଜ ଏବଂ ମାନସିକ ନିର୍ଯାତନା ଦେବା ତଥା ଘରେ କେହି ନଥିବାର ସୁଯୋଗ ନେଇ ନିଜର ଦୁଇ ଭାଇଙ୍କ ସହାୟତାରେ ୫ଲକ୍ଷ ଟଙ୍କାର ଶୁଣାଗହଣା ଚୋରିକରି ନେଇଥିବା ବାବଦରେ ସ୍ୱାମୀ ଦୀପକ ବେହେରାଙ୍କ ଏତଲାମୂଳେ ଗୁରୁବାର ରାତି ସାଢ୧୧ଟାରେ ମାମଲା ରୁଜୁକରି ବେତନଟୀ ପୁଲିସ ତଦନ୍ତ ଆରମ୍ଭ କରିଛି l