କଟକ ପୌରାଞ୍ଚଳ: କାଳୀପୂଜା ଭସାଣୀ ପାଇଁ କଟକ ମହାନଗର ନିଗମର ପ୍ରସ୍ତୁତି, ଦେବୀଗଡ଼ାରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା
କାଳୀପୂଜା ଭସାଣୀକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବାକୁ ଦେବୀଗଡ଼ାରେ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି। ଅସ୍ଥାୟୀ ପୋଖରୀ, ହାଇଡ୍ରା ମେସିନ, ପର୍ଯ୍ୟାପ୍ତ ଜଳ ଓ ଆଲୋକୀକରଣ ବ୍ୟବସ୍ଥା ନେଇ ସମୀକ୍ଷା କରାଯାଇଛି।