ସୁନ୍ଦରଗଡ ସହର: ଜିଲ୍ଲା ସମବାୟ ଭବନ ରେ ସେବା ପକ୍ଷ ପାଳନ ଉପଲକ୍ଷେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗ ଦେଲେ ଡି ଆର୍ ସି ଏସ
ସୁନ୍ଦରଗଡ ଗୁରୁବାର ଦିନ ୧୧ ଟା ସମୟରେ ଜିଲ୍ଲା ସମବାୟ ଭବନ ରେ ସେବା ପକ୍ଷ ପାଳନ ଉପଲକ୍ଷେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଯୋଗ ଦେଲେ ଡି ଆର୍ ସି ଏସ ରଶ୍ମି ରେଖା ବେହେରା