Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
���रियाणा
Haryana
Crimenews
Agra
Cbi
Mathura
���ायल
Fatehpur
Jodhpur

ସୁକିନ୍ଦା: ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ 433 ଜଣ ନିର୍ମାଣ ଶ୍ରମିକଙ୍କୁ ସର୍ବମୋଟ 2,17,60,000/- ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

Sukinda, Jajpur | Nov 29, 2025
ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆଜି ତା 29.11.2025 ରିଖ ରେ ମୃତ୍ୟୁକାଳୀନ ସହାୟତା ବାବଦରେ 49 ଜଣଙ୍କୁ 1କୋଟି,39 ଲକ୍ଷ ଟଙ୍କା,ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ 48 ଜଣଙ୍କୁ 2ଲକ୍ଷ,40 ହଜାର ଟଙ୍କା, ଶିକ୍ଷା ସହାୟତା ବାବଦରେ 218 ଜଣଙ୍କୁ 19 ଲକ୍ଷ ,66 ହଜାର -,ବିବାହ ସହାୟତା ବାବଦରେ 112 ଜଣଙ୍କୁ 56 ଲକ୍ଷ ଏବଂ ପ୍ରସୂତୀ କାଳୀନ ସହାୟତା ବାବଦରେ 6 ଜଣଙ୍କୁ 60,000/- ଟଙ୍କା ର ସହାୟତା ରାଶି ବୋର୍ଡ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଇଛି