ବେହେରାଗୁଡା ଷ୍ଟାଡିୟମ ରେ ଆଜି ଠାରୁ ଆରମ୍ଭ ହେଲା ସ୍ବଦେଶୀ ମେଳା ନବରଙ୍ଗପୁର ଜିଲ୍ଲା ର ଲୋକ ମହୋତ୍ସବ ମଣ୍ଡେଇ ଉଦଯାପିତ ହେବା ପରେ ଆଜି ସୋମବାର ସକାଳ 10 ଟାରୁ ଆରମ୍ଭ ହେଇଛି ଦୁଇ ଦିନିଆ ସ୍ୱଦେଶୀ ମେଳା ଏହି ମେଳାରେ ବିଭିନ୍ନ ରାଜ୍ୟ ର କାରୁକାର୍ଯ୍ୟ ସହ ଆମ ରାଜ୍ୟ ଭିତର ହସ୍ତ ଶିଳ୍ପ, ଖାଦ୍ୟ ସାମଗ୍ରୀ ର ଷ୍ଟାଲ ଗୁଡିକ ରହିଛି