ଇଲେକ୍ଟ୍ରି ପୋଲ କୁ ପିଟିଲା ଆମ୍ବୁଲାନ୍ସ ! ରାଉରକେଲା ସେକ୍ଟର ୧୯ ଛକ ନିକଟରେ ଘଟିଛି ଦୁର୍ଘଟଣା । ଭୁବନେଶ୍ୱର ରୁ ରୋଗୀ ଙ୍କୁ ଧରି ରାଉରକେଲା ଆସିଥିଲା ଆମ୍ବୁଲାନ୍ସ ।ରାଉରକେଲା ସେକ୍ଟର ୧୯ ଛକରେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ କିଏ ଆହତ ହୋଇଥିବା ସୂଚନା ମିଳିନି। ଗୁରୁବାର ରାତିରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ବେଳେ ପୋଲିସ ଖବର ପାଇ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛି।