ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱରରେ ମ୍ୟୁନିସପାଲିଟି ହୋଟେଲରେ ଅଗ୍ନିକାଣ୍ଡ, ଦୋକାନ ଏବଂ ସ୍କୁଟର ପୋଡିଲା
ବାଲେଶ୍ୱର ସହରର ଓଟି ରୋଡ ନିକଟରେ ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସର ଶାନ୍ତି ହୋଟେଲରେ ଆଜି ସକାଳରେ ଅଗ୍ନିକାଣ୍ଡ ଘଟିଛି। ଏହାରେ ଦୁଇଟି ପାଖାପାଖି ଦୋକାନ ଏବଂ ଏକ ବ୍ୟାଟେରୀ ସ୍କୁଟର ପୋଡି ପାଉଁଶ ହୋଇଛି। ଅଗ୍ନିଶମ ଦଳ ଘଟଣାସ୍ଥଳରେ କାର୍ଯ୍ୟରତ।