ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ସଂନ୍ଧ୍ୟା ୫ ଘଣ୍ଟା ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗର ସଭାପତି ମାନଙ୍କ ନାମ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ କୋରାପୁଟ ବ୍ଲକ ସଭାପତି ଭାବେ ଏଲିୟା କିମ୍ ବେନିଆ, କୋରାପୁଟ ନଗର ସଭାପତି ଭାବେ ସୁରେଶ ପଟନାୟକଙ୍କୁ ମନୋନୀତ କରା ଯାଇଛି। ଜିଲ୍ଲା ବିଜେଡି ସଭାପତି ଝିନ ହିକକା,ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ,ରବି ନାରାୟଣ ନନ୍ଦ,ପୂର୍ବତନ ବିଧାୟକ ରଘୁର