ସୁନ୍ଦରଗଡ ସହର: ବିଶ୍ଵକର୍ମା ପୂଜା ଉପଲକ୍ଷେ ସୁନ୍ଦରଗଡ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ ବୁଧବାର ସଂଧ୍ୟା ୭ ଟା ସମୟରେ ବିଶ୍ଵକର୍ମା ପୂଜା ଉପଲକ୍ଷେ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।