Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ବଲାଙ୍ଗୀର: ଗେଟ ସରୋବର ପଡାରେ ଡା. ବି.ଆର. ଆମ୍ବେଦକର ଓ ବୁଧ ପ୍ରତିମୂର୍ତ୍ତି ଉନ୍ମୋଚନ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା

Balangir, Balangir | Nov 2, 2025
ବଲାଙ୍ଗୀର ଗେଟ ସରୋବରପଡା ରେ ଆଜି ଡା. ବି.ଆର. ଆମ୍ବେଦକର ଓ ଗୌତମ ବୁଧଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଏହି ଅବସରରେ ଅନେକ ଅଞ୍ଚଳବାସୀ, ସମାଜସେବୀ ଓ ନେତାମାନେ ଯୋଗଦେଇଥିଲେ। ଉନ୍ମୋଚନ କାର୍ଯ୍ୟକ୍ରମ ପରେ କଂଗ୍ରେସ ନେତା ନିଜ ପ୍ରତିକ୍ରିୟା ରଖି ଡା. ଆମ୍ବେଦକର ଙ୍କ ଦେଶ ଓ ସମାଜ ପାଇଁ ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ସେ ଏହାକୁ ସମାଜର ସମତା ଓ ନ୍ୟାୟ ବିଚାରକୁ ଅଗ୍ରସର କରିବାର ଏକ ପ୍ରତୀକ ଭାବେ ବର୍ଣ୍ଣନା କରି ଥିଲେ