କେନ୍ଦ୍ରାପଡ଼ା ଜିଲ୍ଲା ବାରୋ ପଞ୍ଚାୟତର ବାରୁଅ ଗ୍ରାମରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି ।ଗ୍ରାମର ରାସ୍ତା ଉପରେ ଦୀର୍ଘଦିନ ଧରି ପାଣି ଜମି ରହି ଥିବାରୁ ସେଥିରୁ ପାଣି ନିଷ୍କାସନ ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନ ହେବାରେ ମହିଳା ମାନେ ନିଜ ପ୍ରତିବାଦ ଜଣାଇଛନ୍ତି । ଆଜି ପ୍ରାୟ ୧ ଘଣ୍ଟିକା ସମୟର ସେ ସିଧାସଳଖ ରାସ୍ତା ଉପରେ ବାର ବୁଜି ଦେଇଛନ୍ତି, ଯାହା ମାଧ୍ୟମରେ ଅନ୍ୟ ଗ୍ରାମ ବାସୀଙ୍କ ମଧ୍ୟରେ ଏହି ସମସ୍ୟା ବିଷୟରେ ସଚେତନତା ବୃଦ୍ଧି ପାଇଛି ।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷା ହେଲେ ପାଣି ଜମି ରାସ୍ତା ଅବସ୍ଥା ବେହାଲ ହୋଇଯାଏ ।