ଘସିପୁରା: ଝାଟିଆଳି ଠାରେ ଆୟୋଜିତ ମହାବିରା ଠାକୁରାଣୀ କ୍ଲବ୍ ପକ୍ଷରୁ ୨୫ତମ ଫୁଟବଲ ଖେଳ ଉଦଯାପିତ ଯୋଗଦେଲେ ବିଧାୟକ
ହରିଚନ୍ଦନପୁର ଝାଟିଆଳି ଠାରେ ଆୟୋଜିତ ମହାବିରା ଠାକୁରାଣୀ କ୍ଲବ୍ ପକ୍ଷରୁ ୨୫ତମ ଫୁଟବଲ ଖେଳରେ ସମ୍ମାନୀତ ଅତିଥି ଭାବରେ କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ Niku sahoo ଙ୍କ ସହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ।