Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ନବରଙ୍ଗପୁର ପୋଲିସ ଷ୍ଟେସନ: ସ୍ଥାନୀୟ ଇ. ଭି. ଏମ ଗୃହ ତଦାରଖ କଲେ ନବରଙ୍ଗପୁର ଜିଲ୍ଲାପଳ ଡ଼.ମହେଶ୍ୱେର ସ୍ୱାଇଁ

ନବରଙ୍ଗପୁର ଜିଲ୍ଲାପଳ ଡ଼ ମହେଶ୍ୱର ସ୍ୱାଇଁ ନବରଙ୍ଗପୁର ସ୍ଥାନୀୟ ଇ ଭି ଏମ ଗୃହ ପରିଦର୍ଶନ କରିଛନ୍ତି l ପ୍ରତି କ୍ୱାଟର ରେ ଏହି ଏଭିଏମ ଗୃହ ର ତଦାରଖ ତଥା ଯାଞ୍ଚ କରା ଯାଇଥାଏ l ଏହି ଅବସରରେ ସେଠାରେ ଜାଇ ଇଭିଏମ ର ପୁଙ୍ଖାନୁ ପୁଙ୍ଖ ଯାଞ୍ଚ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ରାଜନୈତିକ ପ୍ରତିନିଧି,ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ l
ନବରଙ୍ଗପୁର ପୋଲିସ ଷ୍ଟେସନ: ସ୍ଥାନୀୟ ଇ. ଭି. ଏମ ଗୃହ ତଦାରଖ କଲେ ନବରଙ୍ଗପୁର ଜିଲ୍ଲାପଳ ଡ଼.ମହେଶ୍ୱେର ସ୍ୱାଇଁ - Nabarangapur PS News