ଆଠମଲ୍ଲିକ: ବାରାହା ଉପଦ୍ରବ ଫସଲ ନଷ୍ଟ ରେଞ୍ଜ କାର୍ଯ୍ୟଳୟ ଠାରେ ଅଭିଯୋଗ କଲେ ଗ୍ରାମବାସୀ
ଅନୁଗୋଳ ଜିଲ୍ଲା ଧଣ୍ଡାତୋପା ରେଞ୍ଜ ଅଧୀନରେ ଥିବା ମଇମୁରା,
, କନ୍ତପଡା , ପଞ୍ଚାୟତ ର କେଞ୍ଚୁଆନାଳି, ବିପ୍ରଡିହ , କଂସାବ , ଝାଟିକି ବାହାଳ, ମଇମୁରା , କନ୍ତପଡା ଆଦି ଗ୍ରାମରେ କିଛି ଦିନ ହେବ ବାରାହା ଉପଦ୍ରବ ଲାଗି ରହିଛି । ବିଶେଷ କରି ନିକଟରେ ଥିବା ଜଙ୍ଗଲରେ ରୁ ୧୦ ରୁ ୧୫ ଟି ବାରାହା ପ୍ରତେକ ଦିନ ସନ୍ଧ୍ୟା ହେଲେ ଗ୍ରାମ କୁ ପଳାଇ ଆସି ବ୍ୟାପକ ପାଚିଲା ଧାନ କୁ ନଷ୍ଟ କରି ଦେଉଛନ୍ତି ।ଅନେକ ଚାଷୀ ବର୍ତ୍ତମାନ ବିଲ ରେ ପାଚିଲା ଧାନ କାଟି ଗଦାଇଥିବା ବେଳେ ବାରାହା ମାନେ ଆସି ପାଚିଲା ଧାନ ଖାଇବା ସ