ପରଜଙ୍ଗ: ବାଙ୍କୁଆଳ ଗାଁରେ ଘରେ ଥିବା ସମୟରେ ଶନିବାର ୨ଟାରେ ବଜ୍ରାଘାତ ହେବାରୁ ଜଣେ ମହିଳା ଗୁରୁତର ମେଡ଼ିକାଲରେ ଭର୍ତ୍ତି
ବାଙ୍କୁଆଳ ଗାଁରେ ଘରେ ଥିବା ସମୟରେ ଶନିବାର ୨ଟାରେ ବଜ୍ରାଘାତ ହେବାରୁ ଜଣେ ମହିଳା ଗୁରୁତର ମେଡ଼ିକାଲରେ ଭର୍ତ୍ତି ।ଢେଙ୍କାନାଳ ଜିଲା କମାକ୍ଷାନଗର ଥାନା ବାଙ୍କୁଆଳ ଗାଁରେ ଶନିବାର ଘଟିଲା ବଜ୍ରାଘାତ ଯାହାଫଳରେ ଗାଁର ସଂଯୁକ୍ତା ନାୟକ ଘରେ ଥିବା ସମୟରେ ଆଘାତ ପାଇଁ କମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।ଏଠାରେ ଚିକିତ୍ସା ଜାରି ରହିଛି ।