ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଚଟୁବୁଡ଼ ଗ୍ରାମ ରେ ଜଣେ ଚାଷୀ ତାଙ୍କୁ ବଡ଼ଗାଁ ଥାନା ର ଜଣେ ପୋଲିସ ମେଡ଼ମ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଉଠାଇଥିଲେ। ଏହି ଘଟଣା ସମ୍ପର୍କିତ ଖବର ପ୍ରସାରଣ ପରେ ବଡ଼ଗାଁ ଥାନା ଆଇଆଇସି ବାଲୁଙ୍କେଶ୍ବର ନାଏକ ଘଟଣା ର ତଦନ୍ତ କରିଛନ୍ତି। ବଡ଼ଗାଁ ଥାନା ର ପୋଲିସ ମେଡ଼ମ ନୁହନ୍ତି ଏହା ବଡ଼ଗାଁ ଅବକାରୀ ବିଭାଗ ମହିଳା କନେଷ୍ଟବଳ ଙ୍କର କାରନାମା ଵୋଲି ଜଣାପଡିଛି।