ତଲସରା: ତୁଡାଲଗା ନିକଟରେ ହାତୀ ପଲ ଘଉଡ଼ାଇବାକୁ ଆସିଥିବା ଫିଲିଙ୍ଗିବାହାଲ ଗ୍ରାମବାସୀ ମାନଙ୍କର ପ୍ରତିକ୍ରିୟା
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମହାବୀର ପାହାଡ଼ ତଳ ଜଙ୍ଗଲରେ ରହିଥିବା ବଣୁଆ ହାତୀ ପଲ କୁ ଆଜି ସ୍ଥାନୀୟ ଗ୍ରାମବାସୀ ମାନେ ବିଜୁ ଏକ୍ସପ୍ରେସୱେ ପାର କରିଛନ୍ତି। ଏହି ସମୟରେ ଗ୍ରାମବାସୀ ଙ୍କର ପ୍ରତିକ୍ରିୟା।