ସୁନ୍ଦରଗଡ ସହର: ବାଙ୍କୀ ବାହାଲ ଛକ ଠାରେ ଟ୍ରକ୍ ଧକା ରେ ଜଣେ ବାଇକ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ ଘଟିଥିବା ସୂଚନା ମିଳିଛି
ସୁନ୍ଦରଗଡ ଗୁରୁବାର ଅପରାହ୍ନ ୪ ଟା ୩୦ ମିନିଟ୍ ସମୟର ସୂଚନା ଅନୁଯାୟୀ ବାଙ୍କୀବାହାଲ ଛକ ଠାରେ ଟ୍ରକ୍ ଧକା ରେ ଜଣେ ବାଇକ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ ଘଟିଥିବା ସୂଚନା ମିଳିଛି