ନୂଆପଡା: ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟରେ ୱେଲଫେୟାର କମିଟି ବୈଠକ ଅନୁଷ୍ଠିତ
ଆଜି ଖଡ଼ିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଣୀ ଶ୍ରୀମତୀ ଏ ମାଧବୀ ଲତା ଙ୍କ ନେତୃତ୍ବରେ ତାଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ରେ ଖରିଆର୍ ଡିଭିଜନ ୱେଲଫେୟାର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କମିଟି ବୈଠକ ରେ ରାଜ୍ୟ କେନ୍ଦୁ ପତ୍ର ଉନ୍ନୟନ ପରିଷଦ ର ସଦସ୍ୟ ତଥା ଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ ର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ, ଡବ୍ଲୁ .ଇ.ଓ. ରଜତ ସାହୁ,ଏ . ସି. ଏଫ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।