ବିରିଡି: ଜଗତସିଂହପୁର BJP ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଆଲୋଚନା
ଜଗତସିଂହପୁର ତିର୍ତ୍ତୋଲର ଆନନ୍ଦ ଭବନରେ BJP ଦ୍ୱାରା ଆୟୋଜିତ ହୋଇଥିବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦବୋଧନ ଦେଇଥିଲେ। ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ଓ ସଂଗଠନିକ ବୃଦ୍ଧି ବିଷୟରେ ଆଲୋଚନା ହେଲା।