କୋରାପୁଟ ସହର: କୋରାପୁଟ ଶାରଦୀୟ ପୂଜା ଅବସରରେ କୋରାପୁଟ ସହରର ଟ୍ରାଫିକ କଟକଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁନସିପାଲଟି ଚେୟାରମେନ
ଶାରଦୀୟ ଦୁର୍ଗା ପୂଜାରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ପୌର ପରିଷଦର ବିଭିନ୍ନ ପଦକ୍ଷେପ ଉପରେ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ। ସମସ୍ତ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ସହ ସହର ବାସିନ୍ଦାଙ୍କ ସହଯୋଗ କାମନା କରିଛନ୍ତି ଚେୟାରମେନ।