Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ତାଳଚେର ସଦର: ଗୁରୁଜାଙ୍ଗୁଲି କପ କ୍ରିକେଟ ଉଦଯାପିତ ଯୋଗଦେଲେ ବିଧାୟକ

Talcher Sadar, Angul | Jan 4, 2026
ରବିବାର ସନ୍ଧ୍ୟା ୫ ଘଟିକା ସମୟରେ ଗୁରୁଜାଙ୍ଗୁଲି ଗ୍ରାମରେ ଅନୁଷ୍ଠିତ ଗୁରୁଜାଙ୍ଗୁଲି କପ କ୍ରିକେଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନି ଉତ୍ସବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ସମାଜସେବୀ ତଥା ବିଜେପି ଯୁବନେତା ବିଭୁତି ସାହୁ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ ।
ତାଳଚେର ସଦର: ଗୁରୁଜାଙ୍ଗୁଲି କପ କ୍ରିକେଟ ଉଦଯାପିତ ଯୋଗଦେଲେ ବିଧାୟକ - Talcher Sadar News