ସୁନ୍ଦରଗଡ଼ ଜିଲ୍ଲାର କରମଡିହି ଠାରୁ ସବଡେଗା ପଟକୁ ଯାଉଥିବା ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର କୁ ବଜରଙ୍ଗଦଳ କର୍ମୀ ମାନେ ଧରିଥିବା ସୂଚନା ମିଳିଛି। ଏହି ବିଷୟରେ ସେମାନେ ସ୍ଥାନୀୟ ଅଞ୍ଚଳର ପୋଲିସ କୁ ସୂଚନା ଦେଇଥିବା ସୂଚନା ମିଳିଛି। ଘଟଣା ଅନୁଯାୟୀ ଏକ କଣ୍ଟେନର ରେ ଗୋରୁ ଚାଲାଣ ହେଉଥିବା ସୂଚନା ପାଇ ବଜରଙ୍ଗଦଳ କର୍ମୀ ପିଛା କରି ଗାଡ଼ି କୁ ଧରିଛନ୍ତି।