ଆଜି ଜାନୁଆରୀ 7 ତାରିଖ ବୁଧବାର ପୂର୍ବାହ୍ନ 11:30 ରୁ ଅପରାହ୍ନ 3:30 ପର୍ଯ୍ୟନ୍ତ ଚାଲିଥିଲା ଏହି ଯାଞ୍ଚ। ଯାଞ୍ଚରେ ଟ୍ରାଫିକ ନିୟମ ଉଲଂଘନ କରିଥିବା 9 ଜଣଙ୍କ ନାମରେ କିଞ୍ଜିର କେଲା ପୋଲିସ 9 ଗୋଟି ଚାଲାନ କାଟି 16 ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରିଛନ୍ତି। ତେବେ ଉଲଙ୍ଘନ କାରୀଙ୍କ ମଧ୍ୟରେ ସିଟ୍ ବେଲ୍ଟ ଲଗାଇ ନ ଥିବା, ଓ ବିନା ହେଲମେଟ ରେ ବାଇକ ଚାଳନା କରୁଥିବା ଅମାନିଆ ମାନେ ଧରା ପଡିଛନ୍ତି।