ଗୋପବନ୍ଧୁ ସେବା ସଦନ କ୍ଲବ ତରଫରୁ ଆୟୋଜିତ ୩୨ତମ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ସଂଧ୍ୟା ପ୍ରାୟ ୬ଟାରେ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାନ୍ଦୁଆ ସ୍ଥିତ ବିର୍ସା ମୁଣ୍ଡା ମଇଦାନରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅନୁ୍ଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ଦିନରେ ୮ଟି ଦଳ ଦ୍ୱିତୀୟ ଦିନରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ।