Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ବାରିପଦା ମ୍ୟୁନିସିପାଲଟି: ମୟୂରଭଞ୍ଜ ଜିଲ୍ଲାରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା ଦେଲେ ୧୧୮୨ ଜଣ ଛାତ୍ରଛାତ୍ରୀ

Baripada M, Mayurbhanj | Nov 30, 2025
ରବିବାର ଦିନ ପ୍ରାୟ ୧ ଟାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ଆନୁକୁଲ୍ୟରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ମୋଟ ୧୨ ଟି ପରୀକ୍ଷା କେନ୍ଦ୍ରରେ ୧୧୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ର ସ୍ୱଚ୍ଛତା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ପାଇଁ ରାଜ୍ୟ ସଂଗଠନ ପକ୍ଷରୁ ପରିଦର୍ଶକ ନିଯୁକ୍ତି କରାଯାଇଥିବା ଜଣାପଡିଛି।

MORE NEWS

ବାରିପଦା ମ୍ୟୁନିସିପାଲଟି: ମୟୂରଭଞ୍ଜ ଜିଲ୍ଲାରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା ଦେଲେ ୧୧୮୨ ଜଣ ଛାତ୍ରଛାତ୍ରୀ - Baripada M News