ଚିତ୍ରକୋଣ୍ଡା: ବାଲିମେଳା ଏନଏସି ରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ବୁଲି ଦେଖିଲେ ୩ ବ୍ଲକ ଚେୟାରମ୍ୟାନ ଓ ସମିତି ସଭ୍ୟ
ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଥିବା ଏଫ.ଏସ.ଟି.ପି ଓ ଆବର୍ଜନାରୁ ଖତ ନିର୍ମାଣ କେନ୍ଦ୍ର କୁ ବୁଲି ଦେଖିଲେ ୩ ବ୍ଲକ ଚେୟାରମ୍ୟାନ ଓ ସମିତିସଭ୍ୟ। ଆଜି ସକାଳ ୧୨ ଘଟିକା ସମୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ୩ଟି ବ୍ଲକ ଯଥା:- କୋରୁକୋଣ୍ଡା, ଚିତ୍ରକୋଣ୍ଡା ଏବଂ ଖଇରିପୁଟ ସମେତ ୩ ଟି ବ୍ଲକ ର ସମିତି ସଭ୍ୟ ସମେତ ୬ଟି ପଞ୍ଚାୟତ ର ସରପଞ୍ଚ ବାଲିମେଳା ଏସି ଏଫ. ଏସ.ଟି.ପି ଓ ଆବର୍ଜନାରୁ ଖତ ନିର୍ମାଣ କେନ୍ଦ୍ର ବୁଲି ଦେଖିଥିଲେ।