କେନ୍ଦ୍ରାପଡା: ମହାକାଳପଡ଼ା ଜମ୍ବୁ ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିଲେ ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ
ମହାନବମୀ ଅବସରରେ ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଜମ୍ବୁ ପଂଚାୟତର ଶାରଦୀୟ ଦୁର୍ଗାପୂଜା ମହୋତ୍ସବରେ ସାମିଲ ହେଲେ ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ। ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କଲେ।