ଅମ୍ବାଭୋନା: ଲୌହ ପୁରୁଷ ତଥା ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଜୀଙ୍କ ଜୟନ୍ତୀ ରେ ଆଜି ଅମ୍ବାଭୋନା ପୋଲିସ ପକ୍ଷରୁ ରୁ ଏକ ମିନି ମାରାଥନ ଆୟୋଜିତ ହେଲା
ଆଧୁନିକ ଭାରତର ବିଶ୍ୱକର୍ମା,ଲୌହ ପୁରୁଷ ତଥା ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଜୀଙ୍କ ଜୟନ୍ତୀ ଅବସରରେ ଅମ୍ବାଭୋନା ପୋଲିସ ପକ୍ଷରୁ ଆଜି ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା ! ଆଜି 9 PM ରୁ 10 AM ପର୍ଯ୍ୟନ୍ତ ହୋଇଥିଲା. ଅଂଚଳର ଜନସାଧାରଣ ଓ ଅଟଳ ପରିବାର ସଦସ୍ୟ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ