ପାଟଣାଗଡ: ଗଙ୍ଗା ସାଗର ରେ ବାଇପାସ ପାଇଁ ଜନଶୁଣାଣୀ ଅନୁଷ୍ଠିତ
ଗତକାଲି ପାଟଣାଗଡ଼ ଏନ ଏ ସି ଏବଂ ଚିତାଡୁଙ୍ଗୁରୀ ରେ ବାଇପାସ ପାଇଁ ଜନଶୁଣାଣୀ ହୋଇ ଥିବା ବେଳେ ବୁଧବାର ଅପରାହ୍ନ ୪ଟା ରେ ଗଙ୍ଗା ସାଗର ଏବଂ ତେଣ୍ତାପଦର ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ସ୍ଥାନୀୟ ତହସିଲଦାର ଶ୍ରୀ ରୁଦ୍ର ମୋହନ ନାଏକ ,PWD ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।