Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଧର୍ମଶାଳା: ଜେନାପୁର ପୋଲିସର ଏକ ପାଖିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଥାନା ଘେରାଉ #jansamasya

Dharmasala, Jajpur | Nov 1, 2025
ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇଥିବା ଦେଖିବାକୁ ମିଳିଛି । ଯାହାକି ଏହି ଥାନା ପରିସରରେ ଜନସାଧାରଣ ବିଭିନ୍ନ ଏକ ତରଫା ତଦନ୍ତ ଏବଂ ପୋଲିସର ପକ୍ଷପାତିତା ବିଚାରକୁ ନେଇ ବାରମ୍ବାର ଧାରଣା ଏବଂ ପ୍ରତିବାଦ ଏହାକୁ ପ୍ରମାଣ କରୁଛି । ଜେନାପୁର ଥାନା ଅଞ୍ଚଳରେ ପରିସ୍ଥିତି ଏଭଳି ହେଲାଣି ଯେ ଗୋଟିଏ ଦିନରେ ଦୁଇଟି ଭିନ୍ନ ଘଟଣାରେ ଶତାଧିକ ଲୋକ ଧାରଣା ଦେଇଥିବା ଶନିବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି ।