Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଜୁନାଗଡ: ବ୍ଲକ ଅଧ୍ୟକ୍ଷ ଙ୍କ ନିଜସ୍ୱ ବାସଭବନ ଡୁଡକେଲ ରେ ଅଭିଯୋଗ ଶୁଣାଣି ଶିବିର

Junagarh, Kalahandi | Jan 17, 2026
ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନିଜସ୍ୱ ବାସଭବନ ଡୁଡକେଲ ରେ ଅଭିଯୋଗ ଶୁଣିଲେ ବ୍ଲକ ଅଧ୍ୟକ୍ଷ। ଶନିବାର ସକାଳ ୯ ଟାରୁ ଗୋଲାମୁଣ୍ଡା ବ୍ଲକ ର ଦଶପୁର, ଧାମନପୁର, ବଡଚେରଗାଁ, ଚପୁରିଆ,ବୋର୍ଡି,କୁହୁରା,ମାନଝରୀ,ଉଦେସୁରୁଙ୍ଗ ସମେତ ଆଠ ଟି ଗ୍ରାମ ପଞ୍ଚାୟତ ର ଲୋକେ ପାନୀୟ ଜଳ, ଭତ୍ତା, ରାସନ କାର୍ଡ, ଭଳି ବିଭିନ୍ନ ପ୍ରକାର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ବ୍ଲକ ଅଧ୍ୟକ୍ଷ ଙ୍କ ନିକଟରେ ଅଭିଯୋଗ କରିଥିଲେ।